ବଦ୍ରିନାଥ ମନ୍ଦିରରେ ଶଙ୍ଖ କାହିଁକି ବାଜେ ନାହିଁ

ବଦ୍ରିନାଥ ଧାମ ଚାରି ଧାମ ମଧ୍ୟରୁ ଗୋଟିଏ, ଯେଉଁଠାରେ ଭଗବାନ ବିଷ୍ଣୁ ବାସ କରନ୍ତି

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଦ୍ରିନାଥରେ ଶଙ୍ଖ ବଜା ହୁଏ ନାହିଁ

ଏହା ପଛରେ ବୈଜ୍ଞାନିକ, ପୌରାଣିକ ଓ ଧାର୍ମିକ କାରଣ ରହିଛି

ସାଇନ୍ସ ମୁତାବକ, ଥଣ୍ଡା ପାଗ ଯୋଗୁଁ ବଦ୍ରିନାଥରେ ସବୁବେଳେ ବରଫ ଜମି ରହିଥାଏ

ଯଦି ଶଙ୍ଖ ବାଜେ ତେବେ ଧ୍ବନି ପାହାଡ଼ରେ ପ୍ରତିଧ୍ବନୀ ସୃଷ୍ଟି କରେ

ପ୍ରତିଧ୍ବନି ଯୋଗୁଁ ବରଫରେ ଫାଟ ପଡ଼ିପାରେ ଓ ତୋଫାନ ଆସିପାରେ

ଲ୍ୟାଣ୍ଡ ସ୍ଲାଇଡକୁ ରୋକିବା ପାଇଁ ଆଦି କାଳରୁ ବଦ୍ରିନାଥରେ ଶଙ୍କ ବଜାହୁଏ ନାହିଁ

ଶାସ୍ତ୍ର ଅନୁସାରେ, ଭଗବାନ ବିଷ୍ଣୁ ଏଠାରେ ଶଙ୍ଖଚୂର୍ଣ୍ଣ ରାକ୍ଷସରେ ବଧ କରିଥିଲେ

କୁହାଯାଏ ଯେ, ଏହି କାରଣରୁ ବଦ୍ରିନାଥରେ ଶଙ୍ଖ ବଜା ଯାଏ ନାହିଁ

ହଟନେସରେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି ସେ