ହିନ୍ଦୁଧର୍ମ ପୁରାଣରେ କୁକୁରକୁ ଯମଙ୍କ ଦୂତ ବୋଲି କୁହାଯାଏ
ଭୈରବ ବାବାଙ୍କ ସେବକ ବୋଲି ମଧ୍ୟ କୁହାଯାଏ
କୁକୁରଙ୍କ ସେବା କରିବା ବାବା ଭୈରବଙ୍କ ସେବା କରିବା ସହ ସମାନ ହୋଇଥାଏ
କୁକୁର ବହୁ ସମ୍ବେଦନଶୀଳ ଓ ଚାଲାଖ ହେବାସହ ଭଲ ସାଥି ମଧ୍ୟ ହୋଇଥାଏ
କୁକୁର କାନ୍ଦିବାକୁ ଅଶୁଭ ମଧ୍ୟ ମାନାଯାଏ; ଜାଣନ୍ତୁ ଏହା ପଛରେ ପ୍ରକୃତ କାରଣ...
More
Stories
ଖୁସି ଖବର...ଖୁବ୍ ଶୀଘ୍ର ପୂରଣ ହେବ ସ୍ୱପ୍ନର ଘର
ବିଦାୟବେଳେ କାହିଁକି ‘ଟା-ଟା’ କୁହନ୍ତି ? ଏହାର ଅର୍ଥ କ’ଣ ?
କୁହାଯାଏ ଯେ, କୁକୁରମାନେ ପ୍ରେତାତ୍ମା ମାନଙ୍କୁ ଦେଖି ପାରନ୍ତି, ସେଥିପାଇଁ ଭୋକିଥାନ୍ତି
କିଛି ଲୋକ ଏହା ମଧ୍ୟ କହିଥାନ୍ତି ଯେ, କୁକୁରମାନଙ୍କୁ ମନୁଷ୍ୟର ମୃତ୍ୟୁର ଖବର ଆଗରୁ ସୂଚନା ମିଳିଯାଏ
ତେଣୁ ସେମାନେ ଜୋର ଜୋରରେ କାନ୍ଦିବା ସହ ଭୋକିଥାନ୍ତି
ବିଜ୍ଞାନରେ କୁହାଯାଇଛି ଯେ କୁକୁର ଭୁକିବା ଦ୍ୱାରା ଅନ୍ୟ କୁକୁରମାନଙ୍କୁ ବାର୍ତ୍ତା ପଠାନ୍ତି
ଅର୍ଥାତ୍ କୁକୁରମାନଙ୍କର କାନ୍ଦିବା ପରସ୍ପରକୁ ବାର୍ତ୍ତା ଦେବାର ଏକ ଉପାୟ