ଶୀତ ଦିନରେ ଆପଣଙ୍କ ତ୍ବଚାକୁ ନେଇ ଚିନ୍ତାରେ କି ?

କାହିଁକି ନା ଶୀତ ଦିନରେ ଆମ ତ୍ୱଚା ବହୁତ ଡ୍ରାଏ ହୋଇଯାଏ

ଯଦି ଆପଣ ନିଜ ତ୍ୱଚାର ଧ୍ୟାନ ନ ଦେବେ, ତ୍ୱଚା ସମସ୍ୟା ଆହୁରୀ ବଢିଯିବ

ଶୀତ ଦିନରେ ମେକ୍‌ଅପ୍‌ ନେବା ପରେ କିଭଳି ସ୍କିନ୍‌ ଡ୍ରାଏ ନହେବ, ସେ ବିଷୟରେ ଜଣାନ୍ତୁ...

ଶୀତଦିନେ ମେକ୍‌ଅପ୍‌ ନେବା ପୂର୍ବରୁ ମସାଜରୁ ଆରମ୍ଭ କରନ୍ତୁ...

ଫାଉଣ୍ଡେସନ୍‌ରେ ମିଶାନ୍ତୁ ମୁହଁରେ ବ୍ୟବହାର କରୁଥିବା ତେଲ

ଗ୍ଲସି ମେକ୍‌ଅପ୍‌ ପ୍ରଡକ୍ଟବ୍ୟବହାର କରନ୍ତୁ...

ପାଉଡର ପ୍ରଡକ୍ଟର ବ୍ୟବହାର କରନ୍ତୁ ନାହିଁ...

ହାଇଲାଇଟର୍‌ ବ୍ୟବହାର କରନ୍ତୁ...