କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ଟିମ୍

ତେବେ ଏହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି

ବିଗ୍‌ ବ୍ୟାଟଲ୍‌ରେ ମୁହାଁମୁହିଁ ହେବେ ଦୁଇ ହେବିୱେଟ୍ ଭାରତ ଓ ଅଷ୍ଟ୍ରେଲିଆ 

ମ୍ୟାଚକୁ ନେଇ ଏବେଠାରୁ କ୍ରିକେଟପ୍ରେମୀଙ୍କ ଭିତରେ ଅସମ୍ଭବ କ୍ରେଜ୍ ରହିଛି

ଏହି ବିଶ୍ବକପ୍‌ରେ ଏକମାତ୍ର ଦେଶ ଭାବେ ପୁରା ଅପରାଜେୟ ରହିଛି ଭାରତ

 କ୍ରିକେଟ ଦିଗଜ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଏକ ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି

କିଛି ଘଣ୍ଟା ପୂର୍ବରୁ ସେ ଏକ ଶୁଭମନ ଗିଲ୍‌ଙ୍କ ଏକ୍ସ (X) ପୋଷ୍ଟକୁ ସେୟାର କରିଛନ୍ତି

କାଲି ମଧ୍ୟ ସେ ଖେଳ ଦେଖିବାକୁ ଅହମ୍ମଦାବାଦ ଷ୍ଟାଡିୟମକୁ ମଧ୍ୟ ଯାଉଛନ୍ତି

ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର !