ଆପଣଙ୍କ ଲିଭର ପାଇଁ ମଦଠୁ ଅଧିକ କ୍ଷତିକାରକ ଆଲମଣ୍ଡ। ଆସନ୍ତୁ ଜାଣିବା କେମିତି...

ଆଲମଣ୍ଡ ଏକ ସୁପରଫୁଡ, ଯେଉଁଥିରେ ପ୍ରୋଟିନ୍, ଫାଇବର ଓମେଗା-୩ ଫ୍ୟାଟି ଏସିଡ ଭରପୁର ମାତ୍ରାରେ ରହିଥାଏ।

ହେଲେ ଭୁଲ ଉପାୟରେ ଖାଇବା ଦ୍ବାରା ଏହା ଲିଭର କ୍ୟାନ୍ସରର କାରଣ ସାଜିପାରେ।

ସଦଗୁରୁ ଏକ ସାକ୍ଷାତକାରରେ କହିଥିଲେ ଯେ ଆଲମଣ୍ଡରେ କ୍ୟାନ୍ସର ସୃଷ୍ଟି କରୁଥିବା ଗୁଣ ରହିଥାଏ।

ଏଥିପାଇଁ ଆଲମଣ୍ଡକୁ ସଠିକ ରୂପେ ଖାଇବା ଜରୁରୀ। ଯାହାଦ୍ବାରା କେବଳ ଏହାର ଫାଇଦା ଆପଣ ପାଇପାରିବେ।

ସଦଗୁରୁ କହିଛନ୍ତି ଯେ ରାତିରେ ଆଲମଣ୍ଡ ପାଣିରେ ଭିଜାଇ ସକାଳେ ଚୋପା ଛଡ଼ାଇ ଖାଇବା ଦ୍ବାରା ଆପଣଙ୍କୁ ଫିଟ୍ ରଖିଥାଏ।

ରାତିରେ ଭିଜାଇ ଖାଇଲେ କଣ ହୁଏ- ଆଲମଣ୍ଡକୁ ଭିଜାଇ ଖାଇବା ଦ୍ବାରା ଏହାର ସଠିକ ପ୍ରୋଟିନ୍, ଫାଇବର ଆପଣଙ୍କ ଶରୀରକୁ ମିଳିଥାଏ।

ଭିଜାଇବା ଦ୍ବାରା ବାଦାମର ଆତ୍ମରକ୍ଷା କରିବାର ନିଜସ୍ୱ ପଦ୍ଧତି ଅଛି। ଯେତେବେଳେ ଆପଣ ସେଗୁଡିକୁ ଭିଜାଇବେ, ଆଲମଣ୍ଡଗୁଡିକ ବୁଣାଯାଉଥିବା ପରି ଅନୁଭବ କରେ।

ବାଦାମ ଭିତରେ ଥିବା କର୍କିନୋଜେନିକ୍ ରାସାୟନିକ ପଦାର୍ଥଗୁଡିକ ଚୋପା ତଳେ ଆସେ, ଯାହା ଦ୍ବାରା କୌଣସି କୀଟ ଏହାକୁ ନଷ୍ଟ କରିପାରିବେ ନାହିଁ।

ଆଲମଣ୍ଡ ସଠିକ ଉପାୟରେ ଖାଇବା ଦ୍ବାରା ଓଜନ ହ୍ରାସ, ବୁଦ୍ଧି ବଢ଼ିବା, ଶରୀରକୁ ଏନର୍ଜି ମିଳେ, କୋଲେଷ୍ଟ୍ରଲ ହ୍ରାସ ପାଏ, ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲରେ ରୁହେ।

ବିନା ପୋଷାକରେ ଶୋଇବାର ଫାଇଦା ଜାଣନ୍ତୁ...